ଶେଷ ହେଲା ‘କ୍ରିମିନାଲ ଜଷ୍ଟିସ୍’ ସସ୍ପେନ୍ସ, ସାମ୍ନାକୁ ଆସିଲା କିଲରର ଚେହେରା
ମୁମ୍ଵାଇ ୦୧।୧୦: ଡିଜନି ପ୍ଲସ୍ ହଟଷ୍ଟାରର ୱେବ୍ ସିରିଜ୍ ‘କ୍ରିମିନାଲ ଜଷ୍ଟିସ୍: ଅଧୁରା ସଚ୍ ଷ୍ଟ୍ରିମ୍ ହୋଇ ସାରିଛି । ଏପର୍ଯ୍ୟନ୍ତ ଶୋ’ର ୬ଟି ଏପିସୋଡ୍ ଦେଖାଯାଇଛି। ଯାହା ପ୍ରଶଂସକଙ୍କ ମଧ୍ୟରେ ଏକ ବଡ଼ ହିଟ୍ ଅଟେ । ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ ଏହି ସିରିଜର ସପ୍ତମ ଏପିସୋଡ୍ ପ୍ରସାରିତ ହୋଇଛି । ଏହି ଶୋ’ରେ ମିର୍ଜାପୁର ୱେବ୍ ସିରିଜ୍ ଫେମ୍ ପଙ୍କଜ ତ୍ରିପାଠୀ ଅର୍ଥାତ୍ ଓକିଲ ମାଧବ ମିଶ୍ରଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଯାହାର […]