ଅଟୋକୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍, ଡ୍ରାଇଭର ମୃତ
ସମ୍ଵଲପୁର ୧୮।୧୦ : ଅଟୋକୁ ଧକ୍କା ଦେଲା ପାନ ମସଲା ବୋଝେଇ ପିକଅପ୍ ଭ୍ୟାନ୍। ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭର ମୃତ୍ୟୁ ଘଟିଛି। ମୃତ ଅଟୋ ଡ୍ରାଇଭର ଗୋଶାଳା ଅଞ୍ଚଳର ବୋଲି ଜଣାପଡିଛି । ସମ୍ଵଲପୁର ଗୋଶାଳା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ, OD 15 P 3024 ନମ୍ବର ବିଶିଷ୍ଟ ଏକ ଅଟୋ ବୁର୍ଲା ପଟୁ ଗୋଶାଳା ଆସୁଥିଲା। ଏହି ସମୟରେ OD 15L 0568 ନମ୍ବର ବିଶିଷ୍ଟ ଏକ ପିକଅପ୍ […]
