ନୀଳଗିରି କଲେଜରେ ପୁଣି ଅଶାନ୍ତି, କଲେଜ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
ନୀଳଗିରି ୧୯।୧୦: ବାଲେଶ୍ୱର ଜିଲ୍ଲା ନୀଳଗିରି କଲେଜରେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଯୁକ୍ତ ୩ ବର୍ଷର ଛାତ୍ରଛାତ୍ରୀ କଲେଜର ଦୁଇ ଜଣ ଇଂରାଜୀ ଶିକ୍ଷକଙ୍କ ନାଁରେ ଗୁରୁତର ଅଭିଯୋଗ ଆଣି ଧାରାଣା ଦେଇଛନ୍ତି । ତୃତୀୟ ସେମିଷ୍ଟାରର ଇଣ୍ଟରନାଲ ଇଂରାଜୀ ପରୀକ୍ଷାରେ ଅଧ୍ୟାପକ ଶିଳ୍ପା ମିଶ୍ର ଓ ନଳିନୀକାନ୍ତ ପାଢି ଜାଣିଶୁଣି ଛାତ୍ରଛାତ୍ରୀଙ୍କ ମାର୍କ କମ୍ କରିଥିବା ଅଭିଯୋଗ ଆସିଛି । ସେହିପରି ଦୁଇ ଅଧ୍ୟାପକ ସଠିକ୍ ଭାବେ କ୍ଲାସ କରୁନଥିବା ବେଳେ […]