କଟକରେ ଆଲୋଡ଼ନ: କାଠଯୋଡ଼ି ପଠାରେ ଦୁଇ ବର୍ଷର ଶିଶୁକୁ ଦୁଷ୍କର୍ମ
କଟକ : କଟକରେ କାଠଯୋଡ଼ି ନଦୀ ପଠାରେ ଦୁଇବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଛି। ଏଭଳି ନୃଶଂସ କାଣ୍ଡ ଘଟାଇଥିବା ଅଭିଯୁକ୍ତ ଜଣକ ଜଣେ ନାବାଳକ। ୧୭ ବର୍ଷୀୟ ଏହି ନାବାଳକ ଗଲା କାଲି ଶିଶୁ କନ୍ୟାକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ମର୍କତନଗର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୋଗ ଆଧାରରେ ନାବାଳକକୁ କାବୁକରି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିଥିଲା। ପରେ ତାକୁ ସ୍ବଧାର ଗୃହକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ବୁଧବାର ଦିନ […]