ପୋଲିସକୁ ମାଓବାଦୀଙ୍କ ଖୋଲା ଚ୍ୟାଲେଞ୍ଜ, ସକାଳେ ମୃତ୍ୟୁଦଣ୍ଡ ଓ ସନ୍ଧ୍ୟାରେ ଜାଳିଦେଲେ ଜେସିବି-ଟ୍ରାକ୍ଟର
ବାଲିଗୁଡା ୨୫/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ନିକଟ ଜଙ୍ଗଲରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହେବା ଦଶ ଦିନ ନପୂରୁଣୁ ମାଓବାଦୀ ମାନେ ପୋଲିସକୁ ଚାଲେଞ୍ଜ ଦେଇଛନ୍ତି । ଏବେ ରକ୍ତ ମୁଖା ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ବାଲିଗୁଡା ଥାନା ଟିକରବାଜୁ ଗ୍ରାମର ନୀଳକଣ୍ଠ ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ସନ୍ଧ୍ୟାରେ ଜାର୍ଗୀ ନିକଟରେ ଠିକା ସଂସ୍ଥା କରୁଥିବା ରାସ୍ତା କାମକୁ ବିରୋଧ କରିଛନ୍ତି […]