ନକଲି ଔଷଧ କାରବାର, ଜଣେ ଗିରଫ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବରଗଡ଼ : କିଛିଦିନ ହେଲା ରାଜ୍ୟରେ ନକଲି ଔଷଧ ପ୍ରସ୍ତୁତି ଏବଂ ବିକ୍ରି ନେଇ ଉଦ୍ବେଗଜନକ ସ୍ଥିତି ଲାଗି ରହିଥିଲା। ନକଲି ଔଷଧ କାରବାର ଅଭିଯୋଗରେ ବରଗଡ଼ ସହରର ଅଶୋକ ମେଡିକାଲ୍ ମାଲିକ ସୁନୀଲ ଅଗ୍ରୱାଲ୍ଙ୍କୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ […]









