ଗଠନ ହେଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଠନ କରାଯାଇଛି। ଆଜି ସଂଧ୍ୟାରେ ପ୍ରଦେଶ କଂଗ୍ରେସର ନୂଆ ପଦାଧିକାରୀଙ୍କ ନାଁ ଘୋଷଣା ହୋଇଛି। ଏଥିରେ ଏକ୍ଜିକ୍ୟୁଟିଭ୍ କମିଟି, ଅଫିସ କର୍ମକର୍ତା ଓ ଗଣମାଧ୍ୟମ ସେଲ୍କୁ ମିଶାଇ ଏକ ଜୁମ୍ବୋ ଟିମ୍ ଗଠନ […]









