୧୦୦୦ତମ ଏଟିପି ଟୁର୍ ମ୍ୟାଚ୍ ଜିତିଲେ ନାଦାଲ
ପ୍ୟାରିସ: ସ୍ପେନ୍ ଟେନିସ ତାରକା ରାଫେଲ ନାଦାଲ ବୁଧବାର ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ଚଳିତ ପ୍ୟାରିସ ମାଷ୍ଟର୍ସର ପ୍ରଥମ ପର୍ଯ୍ୟାୟ ମୁକାବିଲା ଜିତି ନାଦାଲ୍ ୧୦୦୦ତମ ଏଟିପି ଟୁର୍ ଏକକ ବିଜୟ କ୍ଲବ୍ରେ ସାମିଲ ହୋଇଛନ୍ତି। ୧୦୦୦ ଏଟିପି ଟୁର୍ ଜିତିବାରେ ସେ ଜିମ୍ମି କନର୍ସ (୧୨୭୪), ରୋଜର ଫେଡେରର୍ (୧୨୪୨) ଓ ଇଭାନ ଲେଣ୍ଡଲ (୧୦୬୮)ଙ୍କ ପରେ ଚତୁର୍ଥ ଖେଳାଳି ହୋଇଛନ୍ତି। ବୁଧବାର ପ୍ୟାରିସ ମାଷ୍ଟର୍ସରେ ୩୪ ବର୍ଷୀୟ ନାଦାଲ ୪-୬, ୭-୬, ୬-୪ ସେଟ୍ରେ […]