ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଜୟ ମୁକୁଟ ପିନ୍ଧିଲା ମୁମ୍ବାଇ, ଦିଲ୍ଲୀକୁ ୫ ଓ୍ଵିକେଟ୍‌ରେ ହରାଇ ପଞ୍ଚମ ଥର ଆଇପିଏଲ ଟ୍ରଫି ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ ୧୦।୧୧: ଆଇପିଏଲରେ ନିଜର ପ୍ରାଧ୍ୟାନ୍ୟ ଜାରି ରଖିଛି ମୁମ୍ବାଇ ଇଣ୍ଡିଆନ୍ସ। ୟୁଏଇର ଦୁବାଇରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ପ୍ରଥମେ ବୋଲର ଏବଂ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ମୁମ୍ଵାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ସହଜରେ ୫ ଓ୍ଵିକେଟ୍‌ରେ ପରାସ୍ତ କରି ପଞ୍ଚମ ଥର ଆଇପିଏଲ ଚମ୍ପିଆନ ହୋଇଛି। ୧୩ତମ ସଂସ୍କରଣରେ ପ୍ରଥମ ଥର ଫାଇନାଲରେ ପ୍ରବେଶ କରି ଟ୍ରଫି ଜିତିବାର ଦିଲ୍ଲୀ କ୍ୟାପିଟାଲ୍ସର ସ୍ଵପ୍ନ ଧୂଳିସାତ ହୋଇଛି। ଅନ୍ୟପଟେ ମୁମ୍ବାଇ ପାଞ୍ଚ […]