ଖେଳ ଦେଶ ବିଦେଶ

ମୁମ୍ବାଇ ପ୍ରଥମେ ଫାଇନାଲ୍‌ରେ, କ୍ବାଲିଫାୟାର୍‌-୨ ଖେଳିବ ଦିଲ୍ଲୀ

ଆବୁଧାବି: ଦିଲ୍ଲୀ କ୍ୟାପିଟାଲ୍‌ସକୁ ୫୭ ରନ୍‌ରେ ହରାଇ ୪ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ବ୍ୟାଟିଂ ଓ ବୋଲିଂରେ ଦମଦାର ଖେଳ ଦେଖାଇ ଅଭିଜ୍ଞ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀକୁ ଉଭୟ ପାଳିର ପ୍ରଥମ ଓଭରରୁ ହିଁ ମ୍ୟାଚ୍‌ ଜିତିବାର ସଙ୍କେତ ଦେଇଥିଲା। ୨୦୦ ରନ୍‌ ଛିଡ଼ା କରିବା ପରେ ଦିଲ୍ଲୀ ଖାତା‌ ଖୋଲିବା ପୂର୍ବରୁ ୩ ୱିକେଟ୍ ହରାଇଦେବାରୁ ଆଉ ଫେରି ପାରିନଥିଲା। ୧୪୩/୮ରେ ସୀମିତ ରହି […]