ସ୍ୱିମ୍ସୁଟରେ ମୋନାଲିସାଙ୍କ ସୁନ୍ଦର ଅନ୍ଦାଜ, କିଛି ମିନିଟ୍ ରେ ଭାଇରାଲ୍ ହେଲା ସୁନ୍ଦରୀଙ୍କ ସୁନ୍ଦର ଫଟୋ
ନୂଆଦିଲ୍ଲୀ ୦୫/୧୦: ଭୋଜପୁରୀ ଇଣ୍ଡଷ୍ଟ୍ରିର ସୁନ୍ଦର ତଥା ବୋଲ୍ଡ ଅଭିନେତ୍ରୀ ମୋନାଲିସା ଏବେ ଦେଶ ବାହାରେ ତାଙ୍କ ଭ୍ୟାକେସନ୍ ଏଞ୍ଜଏ କରୁଛନ୍ତି। ସମ୍ପ୍ରତି, ମୋନାଲିସା ପ୍ରଶଂସକଙ୍କ ସହ ସ୍ୱିମ୍ ସୁଟ୍ ରେ ଅନେକ ଫଟୋ ସେୟାର କରିଛନ୍ତି। ମୋନାଙ୍କ ସ୍ୱତନ୍ତ୍ର ଷ୍ଟାଇଲ୍ ଦେଖି ପ୍ରଶଂସକ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ମୋନାଲିସା ଲେଖିଛନ୍ତି, “ନୂତନ ମାସ, ନୂତନ ଆରମ୍ଭ, ନୂତନ ମାନସିକତା, ନୂତନ ଧ୍ୟାନ, ନୂତନ ଫଳାଫଳ। ହ୍ୟାଲୋ ଅକ୍ଟୋବର।” ଅଭିନେତ୍ରୀଙ୍କ […]