ଛୋଟ ପିଲାଙ୍କ ପାଇଁ ମୋବାଇଲ୍ ଫୋନ୍ କେତେ କ୍ଷତିକାରକ : ପଢ଼ନ୍ତୁ ପୂରା ଖବର
ମୋବାଇଲ୍ ଫୋନ୍ ଏବେ ଲୋକଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇ ଯାଇଛି। ଖାସ୍ କରି ସ୍ମାର୍ଟଫୋନ୍ ଦିନଚର୍ଯ୍ୟାରେ ସାମିଲ ହୋଇ ସାରିଛି,କାରଣ ଏହା ସହ ଆସୁଥିବା ସୁବିଧା ଆମେ ପ୍ରତିଦିନ ବ୍ୟବହାର କରିଥାଉ। ଏହା କେବଳ ଫୋନରେ କଥା ହେବା ଯାଏଁ ସୀମିତ ରହି ନାହିଁ,ବରଂ ନ୍ୟୁଜ ଅପଡେଟ୍ ଚେକ୍ କରିବା,ମ୍ୟାଚ୍ ସ୍କୋର ଦେଖିବା କିମ୍ବା ସିଧା ଲାଇଭ ମ୍ୟାଚ୍,ଫିଲ୍ମ ଦେଖିବା କିମ୍ବା ଭିଡିଓ କଲିଂ କରିବାରେ ପ୍ରତିଦିନ ବ୍ୟବହାର ହୋଇଥାଏ। ଏହା ଯେତେ ସୁବିଧା ନେଇ […]