ଦେଶ ବିଦେଶ ମନୋରଞ୍ଜନ

ଅଣପେଶାଦାର ବ୍ୟବହାର ଏବଂ ନଖରା ଦେଖାଇବା ଯୋଗୁଁ ଅନୁଷ୍କା ସେନଙ୍କୁ ରିପ୍ଲେସ୍ କଲେ ମେଘା ରେ : ବହୁତ ଦିନ ପର୍ଯ୍ୟନ୍ତ ସହିଲୁ ବୋଲି କହିଲେ ପ୍ରଡ୍ୟୁସର

ମୁମ୍ବାଇ ୧୧/୧୧: ଜି ଟିଭିର ଶୋ ‘ଅପନା ଟାଇମ୍ ଭି ଆଏଗା’ରେ ରାଣୀ ସିଂହଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅନୁଷ୍କା ସେନଙ୍କୁ ମାତ୍ର ୧୮ ଏପିସୋଡ ପରେ ହିଁ ଶୋରୁ ରିପ୍ଲେସ୍ କରାଯାଉଛି। ଅଭିନେତ୍ରୀଙ୍କୁ ଶୋରୁ ବାହାର କରାଯିବା ପଛରେ ତାଙ୍କ ସେଟରେ ଲଗାତାର ଢଙ୍ଗ ଦେଖାଇବା ଏବଂ ଅନପ୍ରୋଫେସନାଲ୍ ବ୍ୟବହାର ଥିବା କୁହାଯାଉଛି। ଏବେ ଅନୁଷ୍କା ଏଥିରୁ ବାହାରିଯିବା ପରେ ଦିଲ୍ ୟେ ଜିଦ୍ଦି ହେ ଅଭିନେତ୍ରୀ ମେଘା ରାୟ ତାଙ୍କ ସ୍ଥାନ ନେବେ। […]