ଅପରାଧ ଦେଶ ବିଦେଶ ରାଜ୍ୟ

ଫିରିଙ୍ଗିଆ କାର୍ଯ୍ୟରତ ସାମ୍ବାଦିକ ତରଫରୁ ଦାବିପତ୍ର

ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟରତ ସାମ୍ବାଦିକ ତରଫରୁ ବ୍ଲକ ସମ୍ମୁଖରେ ଧାରଣାରେ ବସି ଦାବି କଲେ । ସତ୍ୟ ନିର୍ଭକ ନିରପେକ୍ଷ ଖବର ଲୋକଲୋଚନକୁ ଖବର ପ୍ରସାରଣ କରୁଥିବା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କୁ ଗିରଫ ଦାବି ଓ ଗିରଫ ସମୟରେ କରାଯାଇଥିବା ଦୁର୍ବ୍ୟବହାର ବିରୋଧ କରି ଆଜି ଫିରିଙ୍ଗିଆ ବ୍ଲକ କାର୍ଯ୍ୟରତ ସାମ୍ବାଦିକ ତରଫରୁ ବିଡ଼ିଓ ଙ୍କ ଜରିଆରେ ରାଜ୍ୟ ପାଳ ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିବା ନିମନ୍ତେ ବ୍ଲକ […]

ଅପରାଧ ଦେଶ ବିଦେଶ ରାଜ୍ୟ

କିନ୍ନରଙ୍କ ଅଭିଯୋଗ ପରେ ଜବାବ ଦେଲେ ମୀରା ପରିଡ଼ା: ଟ୍ରାନ୍ସଜେଣ୍ଡରକୁ ନେଇ କହିଲେ ଏପରି

ଭୁବନେଶ୍ୱର: କିନ୍ନର ସଙ୍ଘର ସଭାପତି ମୀରା ପରିଡା ଏବଂ ତାଙ୍କ ସହୋଯୋଗୀଙ୍କ ନାଁରେ ହୋଇଛି ସାଙ୍ଘାତିକ ଅଭିଯୋଗ । ଗତ ତିନିଦିନ ହେବ ମୀରା ପରିଡ଼ା ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ରାଜରାସ୍ତାରେ କିନ୍ନର ମାନେ ଆନ୍ଦୋଳନ କରୁଛନ୍ତି । ମୀରା ପରିଡ଼ା ହାଏ ହାଏ ନାରାରେ କମ୍ପୁଛି ରାଜରାସ୍ତା । ପ୍ରତି ଜିଲ୍ଲାରେ କିନ୍ନର ମାନେ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତାରେ ଗଡ଼ି ଗଡ଼ି ନଖାଇ ନପିଇ ବର୍ଷାରେ ଆନ୍ଦୋଳନ କରୁଛନ୍ତି […]