ସକାଳୁ ଉଠି କରନ୍ତୁ ଏହି କାମ : ଆପଣଙ୍କ ଘରକୁ ବିଜେ କରିବେ ମା’ ଲକ୍ଷ୍ମୀ
ନୂଆଦିଲ୍ଲୀ ୨୭/୦୯: ପ୍ରତ୍ୟକ ବ୍ୟକ୍ତି ଚାହାନ୍ତି ତାଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ରହୁ। ବାସ୍ତୁ ଶାସ୍ତ୍ର ଏପରି ବହୁ ଉପାୟ ଅଛି ଯାହାକୁ ଆପଣେଇ ଆପଣ ଧନ, ଐଶ୍ୱର୍ଯ୍ୟ,ସହ ଲକ୍ଷ୍ମୀଙ୍କର ପ୍ରସନ୍ନତା ଲାଭ କରିପାରିବେ। ମାଙ୍କର କୃପାରୁ ବ୍ୟକ୍ତିକୁ ଅନ୍ନ, ଧନ, ବସ୍ତ୍ର ପ୍ରାପ୍ତି ହୋଇଥାଏ । ଆସନ୍ତୁ ଜାଣିବା ସକାଳୁ ଉଠି କେଉଁ କାମ କଲେ ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ। ଶାନ୍ତି ଓ ଭଲପାଇବାର ପରିବେଶ ବନାନ୍ତୁ ସର୍ବପ୍ରଥମେ […]