ସେଣ୍ଟ୍ରାଲ ଲକ୍ ହେଲ କାଳ, ଦୁର୍ଘଟଣାଗସ୍ତ କାରରୁ ବାହାରିନପାରି ଆଖିବୁଜିଲେ ମରାଠୀ ଅଭିନେତ୍ରୀ ଓ ପୁରୁଷ ବନ୍ଧୁ
ପୁନେ : କାର୍ର ସେଣ୍ଟାର ଲକ୍ ହେଲ। କାଳ। ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ନଦୀକୁ କାର ଓଲଟି ବୁଡ଼ିଗଲା । ସେଣ୍ଟାର ଲକ୍ କାରଣରୁ ଖୋଲିଲାନି ଡୋର୍। ଜୀବନ ବଞ୍ଚାଇବାକୁ ବହୁତ ଚେଷ୍ଟ କରିଥିଲେ ବି ଅଣନିଶ୍ବସୀ ହେବା ଆଖିବୁଜିଦେଲେ ମରାଠୀ ଅଭିନେତ୍ରୀ ଓ ପୁରୁଷ ବନ୍ଧୁ। ମୃତକଙ୍କ ମଧ୍ୟରେ ମରାଠୀ ଅଭିନେତ୍ରୀ ଇଶ୍ୱରୀ ଦେଶପାଣ୍ଡେ ଓ ପୁରୁଷ ବନ୍ଧୁ ଶୁଭମ ଥିବା ଜଣାପଡିଛି। ଘଟରଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ଟିମ୍ ପହଞ୍ଚି ମୃତଦେହ […]