ଘଟଗାଁ ମା’ ତାରିଣୀ ପୀଠରେ ଷଷ୍ଠୀ ପୂଜା, ଆସନ୍ତାକାଲି ସୁନାବେଶରେ ଦର୍ଶନ ଦେବେ ଜଗତଜନନୀ
ଘଟଗାଁ ୧୧।୧୦: ଆଜି ନବରାତ୍ରୀର ପଞ୍ଚମ ଦିନ । ଏହି ଅବସରରେ ଶକ୍ତିପୀଠ ଗୁଡିକରେ ମହା ସପ୍ତମୀ ପୂଜା ପାଳିତ ହେଉଥିବା ବେଳେ ମଣ୍ଡପ ଗୁଡିକରେ ଷଷ୍ଠୀ ପୂଜା ପାଳନ ହେଉଛି। ଏହି ଅବସରରେ ଆଜି ଘଟଗାଁ ମା ତାରିଣୀଙ୍କ ପୀଠରେ ପାଳିତ ହେଉଛି ଷଷ୍ଠୀ ପୂଜା। ସ୍କନ୍ଦମାତା ରୂପରେ ଦର୍ଶନ ଦେଉଛନ୍ତି ମା’ ଦୁର୍ଗା । ଆସନ୍ତାକାଲି ଠାରୁ ସୁନା ବେଶରେ ଦର୍ଶନ ଦେବେ ମା’ ତାରିଣୀ। ଆସନ୍ତାକାଲି ଠାରୁ ମା ତାରିଣୀ ସୁନା ବେଶରେ […]