କଳା ଓ ସଂସ୍କୃତି ଧର୍ମ

ଆଜି ଶରତ ପୂର୍ଣ୍ଣିମା : ଜାଣନ୍ତୁ ଏହାର ଶୁଭ ମୁହୂର୍ତ୍ତ ଏବଂ କ୍ଷୀରି କରିବାର ମହତ୍ତ୍ବ

ହିନ୍ଦୁ ଧର୍ମରେ ଶରତ ପୂର୍ଣ୍ଣିମାର ବିଶେଷ ମହତ୍ତ୍ବ ରହିଛି। ଏପରି ବିଶ୍ବାସ ରହିଛି ଯେ ଶରତ ପୂର୍ଣ୍ଣିମା ବ୍ରତ କରିବା ଦ୍ବାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଶରତ ପୂର୍ଣ୍ଣିମାକୁ କୋଜାଗରୀ ପୂର୍ଣ୍ଣିମା ନାଁରେ ମଧ୍ୟ ଜଣାଯାଇଥାଏ। କୁହାଯାଇଥାଏ ଯେ ଏହି ଦିନ ଚନ୍ଦ୍ର ପୃଥିବୀରେ ଅମୃତ ବର୍ଷା କରିଥାନ୍ତି। ଶରତ ପୂର୍ଣ୍ଣିମା ଦିନ ଚନ୍ଦ୍ର,ମାଆ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ପୂଜାର ବିଧାନ ଥାଏ। ଶରତ ପୂର୍ଣ୍ଣିମାରେ ଚନ୍ଦ୍ର ଏବଂ ପରିଷ୍କାର ଆକାଶ ମୌସୁମୀ ପୂରାପୂରି […]