ନବରାତ୍ରିର ସପ୍ତମ ଦିନ : ମା କାଳରାତ୍ରିଙ୍କ ଉପାସନା ଦ୍ବାରା ହେବ କାଳ ଏବଂ ଦୁଃଖର ଅନ୍ତ
ଅକ୍ଟୋବର ୨୩ତାରିଖରେ ଶାରଦୀୟ ନବରାତ୍ରିର ସପ୍ତମ ଦିନ। ନବରାତ୍ରିର ସପ୍ତମ ଦିନ ଦେବୀ ଦୁର୍ଗାଙ୍କ ସପ୍ତମ ସ୍ବରୂପ ମା କାଳରାତ୍ରିଙ୍କ ପୂଜା ଆରାଧନା କରାଯାଇଥାଏ। ମାତାଙ୍କ ଏହି ସ୍ବରୂପଙ୍କ ପୂଜା କରିବା ଦ୍ବାରା ସମସ୍ତ ପ୍ରକାର ପାପରୁ ମୁକ୍ତି ମିଳିବା ସହ ବ୍ୟକ୍ତିଙ୍କ ଶତ୍ରୃର ନାଶ ମଧ୍ୟ ହୋଇଥାଏ। ନବରାତ୍ରିର ସପ୍ତମ ଦିନ ମାଙ୍କ ସ୍ମରଣ କରିବା ମାତ୍ରେ ହିଁ ନକରାତ୍ମକ ଶକ୍ତିର ନାଶ ହୋଇଥାଏ। ନବରାତ୍ରିର ସପ୍ତମୀ ତିଥି ଅବସରରେ ଆସନ୍ତୁ ଜାଣିବା ମାତାଙ୍କ ସ୍ବରୂପର […]