କଳା ଓ ସଂସ୍କୃତି ଧର୍ମ

ଆଜି ଅଷ୍ଟମୀ, ହେବ ଶାଢ଼ି ପୂଜା

ଭୁବନେଶ୍ୱର : ଅଷ୍ଟମୀରେ ପୂଜା ମଣ୍ଡପରେ ମହିଳାମାନେ ଶାଢ଼ି ପୂଜା କରିବାର ବିଧି ରହିଛି। ତେବେ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ଏହାକୁ ଏଡ଼ାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଇଛି। ମାତ୍ର କିଛି ପୂଜା ମଣ୍ଡପରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। କିଛି ପୂଜା ମଣ୍ଡପରେ ମହିଳାମାନଙ୍କ ଘରୁ ଯାଇ ଶାଢ଼ି ଓ ଶଙ୍ଖା ଆଣି ସେମାନଙ୍କ ଘରେ ପହଞ୍ଚାଯିବ। ସେହିପରି ଆଉ କିଛି ପୂଜା ମଣ୍ଡପରେ ସ୍ବତନ୍ତ୍ର ଷ୍ଟଲ୍‌ରେ ଶାଢ଼ି ଓ ଶଙ୍ଖା ଦେଇ […]

ଧର୍ମ

ପାନପତ୍ରରେ ଏଭଳି ଭାବେ କରନ୍ତୁ ଦୁର୍ଗା ପୂଜା : ପାଇବେ ଅଜସ୍ର ଧନ

ପାନ ପତ୍ର ଏକ ବିଶେଷ ଲତାର ପତ୍ର। ଏହାର ପ୍ରୟୋଗ ଔଷଧ ଭାବେ କରାଯାଇଥାଏ। ଏହା ପାଚନ ତନ୍ତ୍ରକୁ ଉତ୍ତମ ଏବଂ ଶରୀରକୁ ବିଷମୁକ୍ତ କରିଥାଏ। ଭାରତରେ ଏହାକୁ ପ୍ରାଚୀନ କାଳରୁ ଅତ୍ୟନ୍ତ ପବିତ୍ର କୁହାଯାଇଥାଏ। ଏପରିକି ଏହାର ଉଲ୍ଲେଖ ବେଦରେ ମଧ୍ୟ କରାଯାଇଛି। ପାଖାପାଖି ସବୁ ପ୍ରକାରର ପୂଜା ଅନୁଷ୍ଠାନରେ ଏହାର ବ୍ୟବହାର ହୋଇଥାଏ। ଏହାକୁ ଶୁଭ କାର୍ଯ୍ୟର ଆରମ୍ଭ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ଦେବୀଙ୍କ ଉପାସନାରେ ପାନପତ୍ର ଦ୍ବାରା ବିଶେଷ ମନୋସ୍କାମନା ପୂରଣ […]