ନବରାତ୍ରର ଷଷ୍ଠ ଦିନରେ କରନ୍ତୁ ମା’ କାତ୍ୟାୟନୀଙ୍କ ପୂଜା, ଶତ୍ରୁ ନାଶ ସହ ରୋଗରୁ ମିଳିବ ମୁକ୍ତି
ଭୁବନେଶ୍ୱର ୨୨/୧୦ : ପାଞ୍ଜି ଅନୁଯାୟୀ, ଅକ୍ଟୋବର ୨୨ ତାରିଖ ଗୁରୁବାର ଆଶ୍ୱିନ ମାସ ଶୁକ୍ଲପକ୍ଷ ଷଷ୍ଠୀ ତିଥି। ଏହା ନବରାତ୍ରର ଷଷ୍ଠ ଦିନ। ନବରାତ୍ରର ଷଷ୍ଠ ଦିନ ମା’ କାତ୍ୟାୟନୀଙ୍କୁ ସମର୍ପିତ। ନବରାତ୍ର ଷଷ୍ଠୀ ଦିନ ମା’ କାତ୍ୟାୟନୀଙ୍କୁ ପୂଜା କରିବା ବିଧି ରହିଛି। ମା’ କାତ୍ୟାୟନୀ ମହିଷାସୁର ବଧ କରିଥିଲେ। ସେଥିପାଇଁ ମା’ଙ୍କୁ ଅସୁର, ଦାନବ ଓ ପାପୀଙ୍କ ନାଶ କରୁଥିବା ଦେବୀ ବୋଲି କୁହାଯାଏ। ମା’ କାତ୍ୟାୟନୀଙ୍କୁ ପୂଜା କଲେ ବ୍ୟକ୍ତି ନିଜ […]