ରାଜ୍ୟ

ବିଜେଡି ଉପରେ ବର୍ଷିଲେ ବିଜେପି ବିଧାୟିକା ଉପାସନା ମହାପାତ୍ର ଓ ସଂଜଳି ମୁର୍ମୁ

ବିଜେଡି ଉପରେ ବର୍ଷିଲେ ବିଜେପି ବିଧାୟିକା ଉପାସନା ମହାପାତ୍ର ଓ ସଂଜଳି ମୁର୍ମୁ। ବିଜେଡି ମହିଳାମାନଙ୍କୁ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲା। ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି ମୋହନ ସରକାର। ସେଥିପାଇଁ ସହି ପାରୁନି ବିଜେଡି। ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ସମାଲୋଚନା କରିବାକୁ ନେଇ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ବିଧାୟିକା ଉପାସନା ମହାପାତ୍ର। ସେ କହିଛନ୍ତି, ବିଜେଡ଼ି ମହିଳାମାନଙ୍କୁ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରୁଥିଲା। ମହିଳାଙ୍କୁ […]

ଦେଶ ବିଦେଶ

ସ୍ତ୍ରୀକୁ ହତ୍ୟା କରି ଚାଲିଗଲା ସ୍ବାମୀ, ଜାଣିପାରିଲାନି ପାଖରେ ଶୋଇଥିବା ସାଙ୍ଗ

ସ୍ତ୍ରୀକୁ ହତ୍ୟା କରି ଚାଲିଗଲା ସ୍ବାମୀ । ଜାଣିପାରିଲାନି ପାଖରେ ଶୋଇଥିବା ସାଙ୍ଗ। ବେଙ୍ଗାଲୁରୁ‌ରେ ଘଟିଛି ଏଭଳି ଘଟଣା। ହତ୍ୟା ପଛର କାରଣ ସାମ୍ନାକୁ ଆସିନଥିବା ବେଳେ ସ୍ବାମୀକୁ ଅଟକ ରଖିଛି ପୁଲିସ। ବେଙ୍ଗାଲୁରୁ: ସ୍ତ୍ରୀକୁ ହତ୍ୟା କରି ଚାଲିଗଲା ସ୍ବାମୀ । ଜାଣିପାରିଲାନି ପାଖରେ ଶୋଇଥିବା ସାଙ୍ଗ। ବେଙ୍ଗାଲୁରୁ‌ରେ ଘଟିଛି ଏଭଳି ହୃଦୟଥରା ଘଟଣା। ହତ୍ୟା ପଛର କାରଣ ସାମ୍ନାକୁ ଆସିନଥିବା ବେଳେ ସ୍ବାମୀକୁ ଅଟକ ରଖିଛି ପୁଲିସ। କୁହାଯାଉଛି ଯେ, ସ୍ବାମୀ ଉପରେ ରାଗି […]

ରାଜ୍ୟ

ମୁଁ କୌଣସି ଜୁନିୟର୍‌ ଡାକ୍ତରଙ୍କୁ ଧମକ ଦେଇନାହିଁ: ମମତା ବାନାର୍ଜୀ

କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କୁ କେବେ ବି ଧମକ ଦେଇନାହିଁ ବୋଲି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କହିଛନ୍ତି ଯେ କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କୁ ସେ କେବେ ବି ଧମକ ଦେଇନାହାଁନ୍ତି। ଆନ୍ଦୋଳନକାରୀ ଜୁନିଅର ଡାକ୍ତରମାନଙ୍କୁ ଧମକ ଦେବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ […]

ରାଜ୍ୟ

ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା: ସ୍ଟ୍ରେଚରରେ ରୋଗୀଙ୍କୁ ବୋହି ନେଲେ

ରାମପୁର କିସାନପଡାର ରାସ୍ତା କାଦୁଅ ପଚପଚ ଥିବାରୁ ଆମ୍ବୁଲାସ ଆଗକୁ ଯାଇପାରିଲା ନାହିଁ । ଏକ କିଲୋମିଟର ସ୍ଟ୍ରେଚରରେ ରୋଗୀକୁ ଆମ୍ବୁଲାନ୍ସ ନିକଟକୁ ଆଣି ମାନବିକତା ଦେଖାଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। ବାଲିଶଙ୍କରା: ବର୍ଷାଦିନେ କାଦୁଅ ପଚପଚ ରାସ୍ତା  ଯୋଗୁ ସୁନ୍ଦରଗଡ଼ ଜିଲ୍ଲା ରାମପୁର କିସାନପଡା ରାସ୍ତାର ସ୍ଥିତି ବେହାଲ ହୋଇପଡ଼ିଛି। ଫଳରେ ପଡାକୁ  ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ଆଣିବାକୁ ଯାଇପାରିଲାଣି। ଏହି ସମୟରେ ଆମ୍ବୁଲାନ୍ସ କର୍ମଚାରୀ  ମାନବିକତା ଦେଖାଇଛ୍ତି।  ବାଲିଶଙ୍କରା ବ୍ଲକ ରାମପୁର ପଞ୍ଚାୟତ କିସାନପଡା ରାସ୍ତାରେ […]

ରାଜ୍ୟ

ମଣିଷଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନି: ୩୦ ହଜାର କୁକୁଡ଼ା ମରାଯାଇଛି

ମଣିଷଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା, ତାହା ନେଗେଟିଭ ଆସିଛି। ଭୁବନେଶ୍ୱର: ମଣିଷଙ୍କୁ  ବାର୍ଡ ଫ୍ଲୁ ସଂକ୍ରମଣ  ହୋଇନି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା, ତାହା ନେଗେଟିଭ ଆସିଛି। ନିରାକରଣ ଦୃଷ୍ଟିରୁ ଜଣଙ୍କୁ ଆଇସୋସଲେସନରେ ରଖାଯାଇଛି। ବାର୍ଡ ଫ୍ଲୁ ନେଇ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସଜାଗ […]

ରାଜ୍ୟ

ଜିଲ୍ଲାପାଳ, ଏସ୍‌ପିଙ୍କୁ ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ

ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିଜକୁ ସୁରକ୍ଷା ମନେ କରୁନାହାନ୍ତି। ଏହାର କାରଣ ହେଲା ଧର୍ମଶାଳରେ ଏକ ରାଜନୈତିକ ଦଳର ସମର୍ଥକମାନେ ଗୁଣ୍ଡାଗିରି କରୁଛନ୍ତି। କୌଣସି ସମୟରେ ହିଂସାକାଣ୍ଡ କରିପାରନ୍ତି ବୋଲି ହିମାଂଶୁ ଆଶଙ୍କା କରୁଛନ୍ତି। ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଭୟଭୀତ ହୋଇ ପ୍ରଶାସନକୁ ସୁରକ୍ଷା ମାଗିଛନ୍ତି। ଯିଏ ବନ୍ଧୁକ ଚଳାଇ ପାରୁଛି, ସେ ଜୀବନ ମଧ୍ୟ ନେଇପାରିବ। ଏଥି ପାଇଁ ସେ ଜିଲ୍ଲାପାଳ ଓ […]

ରାଜ୍ୟ

ନନ୍ଦନକାନନରେ ନୂଆ ଅତିଥି

ସିଂହୀ ବିଜିଲି ଏବଂ ସିଂହ ରାଜେଶର ମିଳନରୁ ବିଜିଲି ୫ ଶାବକ ଜନ୍ମ ଦେବା ଫଳରେ ଏସୀୟ ସିଂହଙ୍କ ସଂଖ୍ୟା ମଧ୍ୟ ୧୮କୁ ବୃଦ୍ଧି ପାଇଛି। ଏହା ସହିତ ନନ୍ଦନକାନନର ମୋଟ ସିଂହ ସଂଖ୍ୟ ୨୫କୁ ବୃଦ୍ଧି ହୋଇଛି। ଭୁବନେଶ୍ବର: ନନ୍ଦନକାନନରେ ମୋଟ ୧୪ଟି ଏସିୟ ସିଂହଙ୍କ ମଧ୍ୟରେ ୯ ଟି ଅଣ୍ତିରା , ୫ଟି ମାଈ  ଓ ହାଇବ୍ରିଡ ୭ଟି ସିଂହ ମଧ୍ୟରେ ୪ ଅଣ୍ଡିରା ୩ ମାଈଙ୍କୁ ମିଶାଇ  ସର୍ବମୋଟ ୨୧ଟି ସିଂହ ଥିଲେ। […]

ରାଜ୍ୟ

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କିଶୋରନଗର ଥାନା ଧଉରାପାଲି ପଞ୍ଚାୟତ ବଏଜା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟଜଣେ ପୁରୁଷ ଅଛନ୍ତି। ଅନୁଗୁଳ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କିଶୋରନଗର ଥାନା ଧଉରାପାଲି ପଞ୍ଚାୟତ ବଏଜା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟଜଣେ ପୁରୁଷ ଥିବା ଜଣାଯାଇଛି।ସୂଚନା ଅନୁଯାୟୀ, […]

ରାଜ୍ୟ

ଆଗକୁ ବାର୍ଡ଼ ଫ୍ଲୁ ନ ବ୍ୟାପିବା ସହ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି: ମନ୍ତ୍ରୀ

ବାର୍ଡ଼ ଫ୍ଲୁ’କୁ ନେଇ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଚାଷୀମାନଙ୍କୁ କ୍ଷତିପୂରଣ ବାବଦରେ ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ାକୁ ୭୦ ଟଙ୍କା ଦେବାକୁ ଯୋଜନା କରୁଛି ବିଭାଗ। ଆଗକୁ ବାର୍ଡ଼ ଫ୍ଲୁ ନ ବ୍ୟାପିବା ସହ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଭୁବନେଶ୍ବର: ବାର୍ଡ଼ ଫ୍ଲୁ’କୁ ନେଇ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚାଷୀମାନଙ୍କୁ କ୍ଷତିପୂରଣ ବାବଦରେ […]

ରାଜ୍ୟ

ଆରମ୍ଭ ହେବ ସିଏମ୍ କିଷାନ ଯୋଜନା, ଭୂମିହୀନ ଚାଷୀଙ୍କୁ ମିଳିବ ସାଢ଼େ ୧୨ ହଜାର ଟଙ୍କା

ଭୁବନେଶ୍ବର: ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା। ଏନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ଷକୁ ୨ଟି କିସ୍ତିରେ କୃଷକମାନଙ୍କୁ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା ମିଳିବ। ଏହାଛଡ଼ା ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା।ସେ ଆହୁରି କହିଛନ୍ତି, ନୂଆ ଚାଷୀଙ୍କୁ ସାମିଲ ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରିହେବ। ଯୋଗ୍ୟତା ଥାଇ ବି ଯେଉଁ […]