ରାଜ୍ୟ

ମୁଦ୍ରିତ ଗଣମାଧ୍ୟମ ଚାପରେ ଅଛି: ସୌମ୍ୟରଞ୍ଜନ

ବର୍ତ୍ତମାନ ଗଣମାଧ୍ୟମ ସଂକଟଜନକ ସ୍ଥିତି ଦେଇ ଗତି କରୁଛି। ଅନେକ ଆହ୍ବାନର ସାମ୍ନା କରୁଛି। ବିଶେଷକରି ମୁଦ୍ରିତ ଗଣମାଧ୍ୟମ ଚାପରେ ଅଛି। ଏଣୁ କହିବାକୁ ଗଲେ ମୁଦ୍ରିତ ଗଣମାଧ୍ୟମର ଭବିଷ୍ୟତ ସେତେ ଉଜ୍ଜ୍ବଳ ନୁହେଁ। ଫୁଲବାଣୀ: ବର୍ତ୍ତମାନ ଗଣମାଧ୍ୟମ ସଂକଟଜନକ ସ୍ଥିତି ଦେଇ ଗତି କରୁଛି। ଅନେକ ଆହ୍ବାନର ସାମ୍ନା କରୁଛି। ବିଶେଷକରି ମୁଦ୍ରିତ ଗଣମାଧ୍ୟମ ଚାପରେ ଅଛି। ଏଣୁ କହିବାକୁ ଗଲେ ମୁଦ୍ରିତ ଗଣମାଧ୍ୟମର ଭବିଷ୍ୟତ ସେତେ ଉଜ୍ଜ୍ବଳ ନୁହେଁ। ଗଣମାଧ୍ୟମ ଅନେକ ପରିବର୍ତ୍ତନକୁ ମଧ୍ୟ […]

ରାଜ୍ୟ

ମା ମାଣିକେଶ୍ୱରୀ ପୀଠରେ ଲାଗି ହେଲା ନବାନ୍ନ ଭୋଗ

ଭବାନୀପାଟଣାର ମା ମାଣିକେଶ୍ୱରୀ ପୀଠରେ ନବାନ୍ନ ଭୋଗ ଲାଗି ହୋଇଛି। ସର୍ବସାଧାରଣଙ୍କ ନିମନ୍ତେ ସକାଳ ୧୦ଟା ୩୦ ମିନିଟ ଗତେ ଓ ଅପରାହ୍ନ ୧୨ଟା ୩୬ମିନିଟ ମଧ୍ୟେ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି।  ଭବାନୀପାଟଣା: ଭବାନୀପାଟଣାର ମା ମାଣିକେଶ୍ୱରୀ ପୀଠରେ ନବାନ୍ନ ଭୋଗ ଲାଗି ହୋଇଛି। ସର୍ବସାଧାରଣଙ୍କ ନିମନ୍ତେ ସକାଳ ୧୦ଟା ୩୦ ମିନିଟ ଗତେ ଓ ଅପରାହ୍ନ ୧୨ଟା ୩୬ମିନିଟ ମଧ୍ୟେ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା […]

ରାଜ୍ୟ

ସରକାରୀ ଅର୍ଥ ଆତ୍ମସାତ: ରାଜନେତା  ଏବଂ ଠିକା କର୍ମଚାରୀ ଗିରଫ, ଭିଜିଲାନ୍ସ ଜାଲରେ ତତକାଳୀନ ବିଡିଓ

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଜଣେ ରାଜନେତା  ଏବଂ ଜଣେ ଠିକା କର୍ମଚାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଜନେତା ଦିବ୍ୟଲୋଚନ ଦାଶ  ଏବଂ ତାଙ୍କ ଠିକା କମଚାରୀ ହେଲେ ମନୋଜ ଦେଓ। ଏଣେ ଏହି ଘଟଣାରେ ନୀଳଗିରି ଡେପୁଟି କଲେକ୍ଟର ତଥା ମୟୂରଭଞ୍ଜ ଜିଲ୍ଲା ଶୁଲିଆପଦା ବ୍ଲକ୍ ର ପୂର୍ବତନ ବିଡ଼ିଓ ପରୀକ୍ଷିତ ଜେନା ଭିଜିଲାନ୍ସ ଜାଲରେ। ବାରିପଦା: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଜଣେ ରାଜନେତା  ଏବଂ ଜଣେ ଠିକା […]

ରାଜ୍ୟ

ଧାର୍ମିକ ଅନୁଷ୍ଠାନର ୫ କିଲୋମିଟର ପରିଧି ମଧ୍ୟରେ ମଦ ଦୋକାନ ମନା

ଭୁବନେଶ୍ବର: ରାଜ୍ୟ ସରକାର ଅବକାରୀ ନୀତିରେ କେତେକ ପରିବର୍ତ୍ତନ କରିଛନ୍ତି। ତାହା ଅନୁଯାୟୀ, ପୁରୀ ବେଳାଭୂମିରେ ଆଉ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବନାହିଁ। ଠିକ୍ ସେହିପରି ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ୍ ନିଷିଦ୍ଧ। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ଅବକାରୀ ନୀତିରେ ଏଭଳି ପରିବର୍ତ୍ତନ କରାଯାଇଥିବା କୁହାଯାଉଛି।ତେଣେ ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ବି ଆଉ ଖୋଲିବନି ମଦ ଦୋକାନ। ଧାର୍ମିକ ଅନୁଷ୍ଠାନର ୫ କିଲୋମିଟର ପରିଧି ମଧ୍ୟରେ ମଦ […]

ରାଜ୍ୟ

ସୁବର୍ଣ୍ଣରେଖା କେନାଲରେ ବୁଡ଼ିଗଲେ ୪ ଛାତ୍ର: ୨ ଉଦ୍ଧାର, ଦୁଇ ନିଖୋଜ

ବାରିପଦା: ସୁବର୍ଣ୍ଣରେଖା କେନାଲରେ ବୁଡ଼ି ଯାଇଥିବା ୪ ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ହେଲେଏବେ ବି ଅନ୍ୟ ଦୁଇ ଛାତ୍ର ନିଖୋଜ ଅଛନ୍ତି। ଦୁଇ ନିଖୋଜ ଛାତ୍ର ହେଲେ ସାରସକଣାର ତନ୍ମୟ କୁମାର ଏବଂ ରସଗୋଵିନ୍ଦପୁରର ସତ୍ୟବ୍ରତ ସାହୁଙ୍କ ପୁଅ ଦିବ୍ୟଜ୍ୟୋତି ସାହୁ। ଗଣେଶ ଭସାଣୀ ବେଳେ ଏଭଳି ଅଘଟଣଘଟିଥିବା ଜଣାଯାଇଛି।

ରାଜ୍ୟ

ହାତୀ ମଣିଷ ଲଢ଼େଇ: ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ମାଈହାତୀର ମୃତ୍ୟୁ

ବୈଶିଙ୍ଗା: ହାତୀଙ୍କୁ ସୁରକ୍ଷା ଦେବା ନେଇ ସରକାର ଡିଣ୍ଡିମ ପିଟୁଥିବାବେଳେ ଗୁରୁବାର ଭୋର ସମୟରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ବୈଶିଙ୍ଗା ଥାନା ଅଧୀନ ସଇତପୁର ପଞ୍ଚାୟତର ଜାମଶୂଳି ଗ୍ରାମ ଉପକଣ୍ଠ ଧାନ ବିଲ ଚାରିପଟେ ଚାଷୀଙ୍କ ଦ୍ୱାରା ବିଛା ଯାଇଥିବା ଅସ୍ଥାୟୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଈହାତୀର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଉକ୍ତ ହାତୀପଲର ଏକାଧିକ ହାତୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।  ସୂଚନା ଅନୁଯାଇ ବେତନଟୀ ରେଞ୍ଜ ଅଧୀନ […]

ରାଜ୍ୟ

ସମାକୋଇ-ଚକଦର ପ୍ରକଳ୍ପକୁ ବିରୋଧ, ୧୨ ଘଣ୍ଟିଆ ତେଲକୋଇ ବନ୍ଦ

ତେଲକୋଇ: ନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ସମାକୋଇ ନଦୀର ତଳମୁଣ୍ଡ ଚକଦର ଠାରେ ପ୍ରସ୍ତାବିତ ସମାକୋଇ-ଚକଦର ପ୍ରକଳ୍ପକୁ ବିରୋଧ କରି ଆଜି ସମାକୋଇ-ଚକଦର ପ୍ରକଳ୍ପ ସମନ୍ୱୟ ସମିତି ପକ୍ଷରୁ ତେଲକୋଇ ୧୨ଘଣ୍ଟିଆ ବନ୍ଦକେ ସହିତ ୪୯ ନଂ ଜାତୀୟ ରାଜପଥ ଜଗମୋହନପୁର ଠାରେ ଅବରୋଧ କରାଯାଇଛି। ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ପିକେଟିଙ୍ଗ୍ କରି ଗାଡ଼ି ମୋଟର ଅଟକାଇଛନ୍ତି।

ରାଜ୍ୟ

ଶ୍ରୀମନ୍ଦିରରେ ଦଧିନଉତି ବାନ୍ଧିବା ଘଟଣା: ଛତ୍ରପୁରରୁ ଜଣେ ଅଟକ

ଛତ୍ରପୁର: ଶ୍ରୀମନ୍ଦିର ଉପରେ ଚଢି ଦଧିନଉତି ବାନ୍ଧିବା ଘଟଣାରେ ପୁରୀ ଶ୍ରୀମନ୍ଦିର ଥାନା ପୁଲିସ୍ ପକ୍ଷରୁ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ଅଟକ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଭାସ୍କରରାଓ ପେଟାସାହିର ବଳରାମ ମହାରଣା।  ସୂଚନା ଅନୁସାରେ ବଳରାମ ବୁଧବାର ଦିନ ରାତ୍ର ସମୟରେ ଶ୍ରୀମନ୍ଦିର ଉପରକୁ ଚଢ଼ି ଦଧିନଉତି ବାନ୍ଧିଥିଲେ। ସେ ବ୍ରହ୍ମପୁରର ଏକ ମେଡିକାଲରେ ୧୦ ବର୍ଷ ଧରି ଚିକିତ୍ସା ହୋଇ ଆସୁଥିଲେ। ଗତ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରରେ […]

ରାଜ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା। ସେ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଉଛି। ବିମାନବନ୍ଦରରୁ ଜନତା ମଇଦାନ ରାସ୍ତାରେ ହେବ ବ୍ୟାରିକେଡ୍। ଏହାଛଡ଼ା ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ କଟକଣା ଲାଗୁ ହେବ। ଖାଲିସେତିକି ନୁହେଁ, ସାଧା ପୋଷାକରେ ବି ପୁଲିସ […]

ରାଜ୍ୟ

ଚାନ୍ଦିପୁରରୁ ଆଜି ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇଲ୍

ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଲଆଜି ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇ। ପୂର୍ବାହ୍ନରେ ହେବାକୁ ଥିବା ଏହି ମିସାଇଲରେ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବା ସହ ଏହାର ଟ୍ରାଜେଟୋରୀ ଓ ମାରକ କ୍ଷମତାକୁ ଯାଞ୍ଚ କରାଯିବ। ଏହି ପରୀକ୍ଷଣ ପାଇଁ ୩ନଂ ଲଞ୍ଚପ୍ୟାଡର ଅଢେଇ କିଲୋମିଟର ଦୂରତା ମଧ୍ୟରେ ୩୧୦୦ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ପ୍ରଶାସନର ସୂଚନା ଅନୁସାରେ ଜୟଦେବକସବା ପାହି, ଶାହାଜାନଗର ପାଣିର ୧୦୯୩ ଜଣ, […]