ମେଡିକାଲ କଲେଜ ପରିସରରେ ହତ୍ୟାକାଣ୍ଡ: ମା’ ସାମ୍ନାରେ ପୁଅକୁ ହତ୍ୟାକରି ଦୁର୍ବୃତ୍ତ ଫେରାର୍
ବଲାଙ୍ଗୀର: ମା’ ସାମ୍ନାରେ ତାଙ୍କ ୨୫ବର୍ଷୀୟ ପୁଅକୁ ହତ୍ୟା କରାଯାଇଛି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା କ୍ୟାମ୍ପସ୍ ଭିତରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ହତ୍ୟାକାରୀ ଫେରାର୍ ହୋଇଯାଇଛି। ଅନ୍ୟପଟେ, ମା’ଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ହେଲେ, ବଲାଙ୍ଗୀର ସୁଦପଡ଼ାର ଅଜୁ ଦୋରା। ସବୁଦିନ ଭଳି ଆଜି ସକାଳ ୫.୧୫ମି.ରେ ମା’ ଜୟନ୍ତୀଙ୍କ ସହିତ ଏକ ସ୍କୁଟିରେ ହସ୍ପିଟାଲ ପରିସରରେ ଇଡ୍ଲି ବିକ୍ରି କରିବା ପାଇଁ ଆସୁଥିଲେ ଅଜୁ। କିନ୍ତୁ, ଆଜି […]