ତୃତୀୟ ଡୋଜ୍ ଟିକା ନେବାକୁ ଅମଙ୍ଗ! ନେଇଛନ୍ତି ମାତ୍ର ୩,୪୩,୧୨୭ ଜଣ
ରାଉରକେଲା: କୋଭିଡ୍ ଟିକା ନେବାକୁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭକରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ; ବାରମ୍ବାର ନିବେଦନ କରାଯାଉଛି। କିନ୍ତୁ ଜନସାଧାରଣ ଚିରାଚରିତ ଅବହେଳା ଜାରି ରଖିଛନ୍ତି। ସମୟ ଅତିକ୍ରମ କରିସାରିଥିଲେ ମଧ୍ୟ ଟିକା ନେଉନାହାନ୍ତି। ବିଶେଷକରି ତୃତୀୟ ଡୋଜ୍ ବା ପ୍ରିକସନାରୀ ଡୋଜ୍ ନେବାକୁ ଲୋକେ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ସେପ୍ଟେମ୍ବର ଶେଷ ସୁଦ୍ଧା ମାଗଣା ଟିକା ବ୍ୟବସ୍ଥା କରାଯାଇଥିବାରୁ ଏସମୟରେ ଟିକା ନେବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟିକାଦାନ […]