ଏପ୍ରିଲରୁ ଜୁନ୍ ସିଝିବ ସାରା ଓଡ଼ିଶା; ବର୍ଷା କମ୍, ଗ୍ରୀଷ୍ମପ୍ରବାହ ଅଧିକ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ପଶ୍ଚିମା ଝଡ଼ର ପ୍ରଭାବରେ ମାର୍ଚ୍ଚ ମାସର ଅର୍ଦ୍ଧାଧିକ ଦିନ ବର୍ଷା ଓ ଥଣ୍ଡା ପାଗରେ କଟିଯାଇଥିବା ବେଳେ ଏଣିକି ଖରା, ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ଆଉ ମୁକ୍ତିନାହିଁ। ଏପ୍ରିଲ, ମେ’ ଓ ଜୁନ୍ ମାସରେ ଓଡ଼ିଶାବାସୀ ପ୍ରଚଣ୍ଡ […]









