ଟ୍ରାଙ୍କୁଲାଇଜ୍ ପରେ ଦନ୍ତା କାବୁ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପୁରୀ: ଚନ୍ଦକାର ବାଟବଣା ଦନ୍ତା ହାତୀ ଶେଷରେ ଆୟତ୍ତକୁ ଆସିଛି। ଘଉଡ଼ାଇବା ପାଇଁ ନାକେଦମ ହୋଇଥିବା ବନବିଭାଗ ଟ୍ରାଙ୍କୁଲାଇଜ୍ କରି ତାକୁ କାବୁ କରିଛି। କାବୁ ପରେ ଏକ ଟ୍ରକ୍ରେ ଶିକୁଳିରେ ବନ୍ଧା ଅବସ୍ଥାରେ ଦନ୍ତାକୁ ପୁରୀରୁ ଚନ୍ଦକା ସ୍ଥାନାନ୍ତର କରାଯାଇଛି। […]









