ନବାବ ଯାଦବ ଦୁଷ୍କର୍ମ କରିଥିବା ପ୍ରମାଣିତ!: ଡିଏନ୍ଏ ନମୁନା ମେଳ ଖାଇଲା
କନ୍ନୌଜରେ ସମାଜବାଦୀ ପାର୍ଟି (ଏସପି) ନେତା ତଥା ପୂର୍ବତନ ବ୍ଲକ ମୁଖ୍ୟ ନବାବ ସିଂ ଯାଦବଙ୍କ ଡିଏନଏ ନମୁନା ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ସହ ମେଳ ଖାଇଛି ଏବଂ ଏହାଦ୍ୱାରା ଦୁଷ୍କର୍ମ ପ୍ରମାଣିତ ହୋଇଛି। ଫୋରେନସିକ୍ ପରୀକ୍ଷା ରିପୋର୍ଟରେ ଏହା ପ୍ରକାଶ ପାଇଛି, ଯେଉଁଥିପାଇଁ ନବାବ ସିଂଙ୍କ ସମସ୍ୟା ବଢ଼ିଛି। ଲକ୍ଷ୍ନୌ: କନ୍ନୌଜରେ ସମାଜବାଦୀ ପାର୍ଟି (ଏସପି) ନେତା ତଥା ପୂର୍ବତନ ବ୍ଲକ ମୁଖ୍ୟ ନବାବ ସିଂ ଯାଦବଙ୍କ ଡିଏନଏ ନମୁନା ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ସହ […]









