ଡାକ ବିଭାଗ ଜାଲ୍ ସାର୍ଟିଫିକେଟ୍: ପଶିବ ସିବିଆଇ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ପୋଷ୍ଟାଲ୍ ଚାକିରି ଆବେଦନକାରୀଙ୍କ ଜାଲ୍ ସାର୍ଟିଫିକେଟ୍ ଘଟଣାର ତଦନ୍ତ ପାଇଁ ଡାକ ବିଭାଗ ସିବିଆଇକୁ ଚିଠି ଲେଖିଛି। ଏହାର ତଦନ୍ତ କ୍ରାଇମ୍ବ୍ରାଞ୍ଚ କରୁଥିବା ବେଳେ ଡାକ ବିଭାଗ ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। […]









