ପଙ୍ଗୁ ପାଲଟିଛି ଏମ୍କେସିଜିର ହୃଦ୍ରୋଗ ବିଭାଗ; ସିଟି ସର୍ଜରିରେ ଜଣେ ଡାକ୍ତର, ଅସ୍ତ୍ରୋପଚାର ସ୍ବପ୍ନ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମପୁର : ଏମ୍କେସିଜି ବଡ଼ ଡାକ୍ତରଖାନାର ନାଁ କେବଳ ବଡ଼। ଏଠାରେ ରୋଗୀଙ୍କୁ ମୌଳିକ ସୁବିଧା ବି ମିଳିପାରୁ ନାହିଁ। ଡାକ୍ତର ଅଭାବ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିବାରୁ ଠିକ୍ ସମୟରେ ରୋଗୀ ଚିକିତ୍ସା ନପାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। […]








