ଗର୍ଭବତୀଙ୍କୁ ମିଳିଲାନି ଆମ୍ବୁଲାନ୍ସ: ଟୋକେଇରେ ବୁହାହେଲେ, ରାସ୍ତାରେ ପ୍ରସବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଚିତ୍ରକୋଣ୍ଡା: ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ମିଳିଲାନି। ଫଳରେ, ପରିବାର ଲୋକେ ତାଙ୍କୁ ଏକ ଟୋକେଇରେ ବସାଇ ୮କିମି ବୋହିଛନ୍ତି। ଖାଲି ସେତିକି ନୁହେଁ, ସେ ରାସ୍ତାରେ ପ୍ରସବ କରିଥିବା ବେଳେ ଉଭୟ ମା’ ନବଜାତ ଶିଶୁଙ୍କୁ […]









