ଆରମ୍ଭ ହେଲା ‘ସୁନୋ ଶ୍ରୀରାମ କାହାଣୀ’
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଦୂରଦର୍ଶନରେ ସର୍ବାଧିକ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିଣିଥିବା ଅଭିନେତା ଅରୁଣ ଗୋଭିଲ୍ ଆଜି ଓଡ଼ିଶାରେ ଆରମ୍ଭ କରିଛନ୍ତି ‘ସୁନୋ ଶ୍ରୀରାମ କାହାଣୀ’ ଶ୍ରୀରାମ କଥାମୃତ। ଚଉଦରୁ ଊର୍ଦ୍ଧ୍ବ ନାମୀଦାମୀ କଳାକାର […]









