ବାଣୀବିହାରରେ ଉତ୍ତେଜନା: ଜେଏନ୍ୟୁ ପ୍ରଫେସରଙ୍କୁ ଆକ୍ରମଣ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପିଜି କାଉନ୍ସିଲ୍ ହଲ୍ରେ ସିଟିଜେନ୍ ଫୋରମ୍ ପକ୍ଷରୁ ‘ଭାରତୀୟ ସମ୍ବିଧାନର ପ୍ରଭାବ’ ଶୀର୍ଷକ ଆଲୋଚନାଚକ୍ର ଚାଲିଥିବା ବେଳେ ଏବିଭିପି ସମର୍ଥକ ଓ ଆୟୋଜକ ମୁହାଁମୁହିଁ ହୋଇଥିଲେ। ଜେଏନ୍ୟୁର ଅର୍ଥନୀତି […]









