ପବ୍ଲିକ ଟଏଲେଟ୍ରେ ଝାଡ଼ା, ପରିସ୍ରା ମାଗଣା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଏଣିକି ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ପବ୍ଲିକ ଟଏଲେଟ୍କୁ ଝାଡ଼ା, ପରିସ୍ରା ଗଲେ ଟଙ୍କା ଦେବାକୁ ପଡ଼ିବନି। ମାଗଣାରେ ଲୋକମାନେ ଏହି ଶୌଚାଳୟଗୁଡ଼ିକୁ ବ୍ୟବହାର କରିବେ। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି […]









