୫ ମହାନଗର ନିଗମରେ ଲକ୍ଷେ ଲୋକଙ୍କୁ ଜମି ପଟ୍ଟା; ଧାନ ବିନା ଅନ୍ୟ ଫସଲ କଲେ ଅତିରିକ୍ତ ସହାୟତା ମିଳିବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର: ନଗର ଉନ୍ନୟନ ବିଭାଗ ପକ୍ଷରୁ ଡିସେମ୍ବର, ୨୦୨୩ ସୁଦ୍ଧା ଜାଗା ମିସନ୍ ଯୋଜନାରେ ୫ଟି ମହାନଗର ନିଗମ ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରରେ ୧ଲକ୍ଷ ଲୋକଙ୍କୁ ଜମି ଅଧିକାର ଦିଆଯିବ ବୋଲି ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ୍ ସୂଚନା […]









