୧୩୭ ଦୁର୍ଗମ ଗାଁକୁ ବିଏସଏନଏଲ ୪ଜି ସେବା କେବେ ?
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ସୁନ୍ଦରଗଡ଼/ଲେଫ୍ରିପଡ଼ା: ‘ଡିଜିଟାଲ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଦୁର୍ଗମ ତଥା ଉପାନ୍ତ ଗାଁକୁ ଯୋଡ଼ିବା ପାଇଁ ଭାରତ ସରକାରଙ୍କ ଦୂର ସଞ୍ଚାର ବିଭାଗ ଗତବର୍ଷ ମୋବାଇଲ୍ ଟାୱାର ସ୍ଥାପନ ପାଇଁ ମଞ୍ଜୁରୀ ଦେଇଥିଲେ। ଏହା ସହ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବାକୁ ଓଡ଼ିଶା ସରକାରଙ୍କ ନିକଟକୁ […]









