ଭୁବନେଶ୍ବର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କରୁ ୨୧କୋଟି ପାଇବା ଅପେକ୍ଷାରେ ଜମାକାରୀ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଭୁବନେଶ୍ବର ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସକୁ ଆର୍ବିଆଇ ପ୍ରତ୍ୟାହାର କରିନେବାରୁ ନିବନ୍ଧକ, ସମବାୟ ସମିତି ସମୂହ, ଓଡ଼ିଶାଙ୍କ ଆଦେଶ ସଂଖ୍ୟା ୮୮୭୦, ତା ୧୫.୦୫.୨୦୧୫ ଦ୍ବାରା ଉକ୍ତ ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କକୁ ସମାପିତ କରାଯାଇଛି। ଏହାପରେ ରିଜର୍ଭ […]









