ଦିବ୍ୟାଙ୍ଗଙ୍କ ପାଇଁ ବିଶ୍ବବିଦ୍ୟାଳୟରେ ନାହିଁ ବ୍ୟାଟେରି ଚାଳିତ ଯାନ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : କ୍ୟାମ୍ପସରେ ୧୨୭ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ମାତ୍ର ସେମାନଙ୍କ ଲାଗି ଏପର୍ଯ୍ୟନ୍ତ କୌଣସି ବ୍ୟାଟେରି ଚାଳିତ ଯାନ ପ୍ରଚଳନ କରାଯାଇ ନାହିଁ। ଉତ୍କଳ ବିଶ୍ବବିଦ୍ୟାଳୟରେ ୭୮ ଦିବ୍ୟାଙ୍ଗଙ୍କ ଲାଗି ମଧ୍ୟ କୌଣସି ସୁବିଧା କରାଯାଇ ନାହିଁ। ସେପଟେ ଫକୀର ମୋହନ […]









