ଆସୁଛି ଗ୍ରୀଷ୍ମ: କନ୍ଦାଇବ ତାତି, କୋରାପୁଟ ଦେଖିବ ପାଣି ଦୁର୍ଦ୍ଦଶା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କୋରାପୁଟ: ଗ୍ରୀଷ୍ମ ପାଖେଇ ଆସୁଛି। ଚଳିତବର୍ଷ ଅଧିକ ଖରା ହେବା ଆକଳନ କରାଯାଉଛି। ତାତି ଲୋକଙ୍କୁ କନ୍ଦାଇବ। ଏଭଳି ସ୍ଥଳେ କୋରାପୁଟରେ ଯୋଜନାବଦ୍ଧ ଭାବେ ଚାଲିଥିବା ମେଗା ପାନୀୟ ଜଳ ଯୋଗାଣ ଯୋଜନା ବହୁ ପଛରେ ପଡିଯାଇଛି। ଫଳରେ କୋରାପୁଟ ଆଗାମୀ ଦିନରେ […]









