ମୟୂରଭଞ୍ଜରେ ବାଟ ହୁଡ଼ିଲାଣି ଜନଔଷଧି ଯୋଜନା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବାରିପଦା: ରୋଗୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ। ହାତ ପାହାନ୍ତରେ ସେମାନଙ୍କୁ ଜୀବନ ରକ୍ଷାକାରୀ ତଥା ଉନ୍ନତମାନର ଔଷଧ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ। ଏଭଳି ପରିକଳ୍ପନା ନେଇ ୧୩ ବର୍ଷ ପୂର୍ବେ କେନ୍ଦ୍ର ସରକାର ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]









