ମୁଣ୍ଡାମା ଗ୍ରାମବାସୀଙ୍କ କୋହ, ‘ଭୋଟ ବେଳେ ନେତାଙ୍କୁ ଦେଖୁଛୁ, ବିକାଶ ଦେଖିନୁ’
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ରା.ଉଦୟଗିରି: ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିରେ ଅମୃତ ମହୋତ୍ସବ ପାଳୁଛି। ରାଜ୍ୟ ଓ କେନ୍ଦ୍ର ସରକାର ବିକାଶକୁ ନେଇ ଡିଣ୍ଡିମ ପିଟୁଛନ୍ତି। ହେଲେ ବିକାଶର ପରିଭାଷା ଏଠି ପୂରା ଅଲଗା । ବିକାଶ ଯେମିତି ଏଠାରେ ସାତସପନ। ନା’ ଅଛି […]









