ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ସାହାରା ଜମାକାରୀଙ୍କ ପାଇଁ ୫ ହଜାର କୋଟି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ : ସାହାରା-ସେବି ରିଫଣ୍ଡ୍ ଖାତାରେ ଥିବା ୨୩ ହଜାର ୯୩୭ କୋଟି ଟଙ୍କାରୁ ୫ ହଜାର କୋଟି ଟଙ୍କା ସାହାରା ଗ୍ରୁପ ଅଫ୍ କୋଅପରେଟିଭ୍ ସୋସାଇଟି ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ ହେବ। ଏହି ଅର୍ଥରାଶି କେନ୍ଦ୍ରୀୟ ସମବାୟ ନିବନ୍ଧକଙ୍କୁ […]









