ଆନ୍ଧ୍ର ନମ୍ବର ଓଡ଼ିଶା ପାଇଁ ତାଜୁବ୍! ମାଟ୍ରିକ୍ରେ ୬୦୦ରୁ ୬୦୦, ଓଡ଼ିଆରେ ବି ଶହେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମପୁର : ଜାଲ୍ ସାର୍ଟିଫିକେଟ୍ରେ ଗ୍ରାମୀଣ ଡାକ ସେବକ(ଜିଡିଏସ୍) ପଦ ପାଇଁ କରାଯାଇଥିବା ଆବେଦନର ଖୋଳତାଡ଼ ଚାଲିଥିବା ବେଳେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଆନ୍ଧ୍ରର ଏକ ସ୍କୁଲ୍ରୁ ଦଶମ ଶ୍ରେଣୀ ପାସ୍ କରିଥିବା ଜଣେ ଆବେଦନକାରୀ ଦଶମ ଶ୍ରେଣୀ […]









