ପର୍ଯ୍ୟଟନରେ ବାଧକ ସାଜିଛି ହୋଟେଲ୍ ଅଭାବ: ଓଡ଼ିଶାରେ ଅଛି ମାତ୍ର ୧୬ ତାରକା ହୋଟେଲ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର: କେରଳରେ ରହିଛି ୬୭୨ଟି ତାରକା ହୋଟେଲ, ଦେଶରେ ସର୍ବାଧିକ। ତାମିଲନାଡ଼ୁରେ ୧୧୬ଟି, ଗୁଜୁରାଟରେ ୧୦୭ଟି, ମହାରାଷ୍ଟ୍ରରେ ୧୦୨ଟି, ରାଜସ୍ଥାନରେ ୭୨ଟି, ଦିଲ୍ଲୀ ଓ ଗୋଆରେ ୪୪ଟି ତାରକା ହୋଟେଲ ରହିଛି। ଏପରିକି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ରହିଛି ୮୭ଟି ଓ […]









