ଜାରି ରହିବ ଶୀତ ପ୍ରକୋପ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ହକି ବିଶ୍ବକପ୍ ସମୟରେ ପାଗ ମୁଖ୍ୟତଃ ଶୀତୁଆ ରହିବ। ଦକ୍ଷିଣ ଓଡ଼ିଶା ଉପକୂଳରେ ଶୀତ ସାମାନ୍ୟ କମିବ। ମାତ୍ର ଉତ୍ତର ଓଡ଼ିଶାରେ ଥଣ୍ଡା ଅଧିକ ଅନୁଭୂତ ହେବ। ହକି ବିଶ୍ବକପ୍ର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ସହରର ସର୍ବନିମ୍ନ […]









