ଚୀନ ସୀମାରେ ସ୍ଥିତି ସ୍ଥିର, କିନ୍ତୁ ଅପ୍ରତ୍ୟାଶିତ: ସେନାମୁଖ୍ୟ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ : ଚୀନ ସୀମାରେ ପରିସ୍ଥିତି ସ୍ଥିର ରହିଛି। କିନ୍ତୁ ଏ ନେଇ କିଛି ଆକଳନ କରାଯାଇ ପାରିବ ନାହିଁ। ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଆଜି ଏହା କହିଛନ୍ତି। ତେବେ ଏହା ପ୍ରତିଶ୍ରୁତି ଦେଇଛନ୍ତି ଯେ ବାସ୍ତବ […]









