ଦିନେ ହାତରେ ଥିଲା ବନ୍ଧୁକ, ଆଜି କିନ୍ତୁ ବହି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ଦିନେ ହାତରେ ଥିଲା ବନ୍ଧୁକ। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଓ ୨୦୦୮ ନୟାଗଡ଼ ଆକ୍ରମଣ ଭଳି ସଂଘାତିକ ଅଭିଯୋଗ ରହିଛି ତାଙ୍କ ନାଁରେ। ରାଜ୍ୟର ଜଣେ ହାଇ ପ୍ରୋଫାଇଲ୍ ମାଓବାଦୀ। ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଏକ ଦମ୍ […]









