ଛାଡପତ୍ର ଦେବା ପରେ ପୀୟୁଷଙ୍କୁ ଟାର୍ଗେଟ୍ କଲେ ଆଙ୍କାକ୍ଷା, କହିଲେ-ମୁଁ ଶିଖିଯାଇଛି ବିଷାକ୍ତ ଲୋକଙ୍କ ଠାରୁ କିପରି ଦୂରେଇ ରହିବା
ମୁମ୍ବାଇ ୨୯।୦୫ : ‘ଟେଲି ସିରିଏଲ ‘କହତ ହନୁମାନ ଜୟ ଶ୍ରୀ ରାମ’ର ଫେମ୍ ଅଭିନେତ୍ରୀ ଆଙ୍କାକ୍ଷା ରାୱତ । ସେ ତାଙ୍କ ବୃତ୍ତିଗତ ଅପେକ୍ଷା ବ୍ୟକ୍ତିଗତକୁ ନେଇ ବେଶ୍ଚର୍ଚ୍ଚାରେ ଥାନ୍ତି । ଅଭିନେତ୍ରୀ ଜଣକ ୨୦୧୨ରେ ‘ବେହଦ’ର ଫେମ୍ ପୀୟୁଷ ସହଦେବଙ୍କୁ ସହ ବିବାହ କରିଥିଲେ। ହେଲେ ବିବାହ ଅଧିକ ଦିନ ତିଷ୍ଠି ପାରି ନଥିଲା । ୫ବର୍ଷ ପୂର୍ବେ ଅର୍ଥାତ୍ ୨୦୧୭ ରେ ଦୁହେଁ ଅଲଗା ହୋଇଯାଇଥିଲେ । ଘରୋଇ ହିଂସା ଏବଂ ଟଙ୍କା […]