ଅପରାଧ ରାଜ୍ୟ

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା, ବେଲ୍‌ଟରେ ଚାପି ହୋଇ ଶ୍ରମିକ ମୃତ

ରାଉରକେଲା ୩୦।୦୫: ରାଉରକେଲା ଷ୍ଟିଲ ପ୍ଲାଣ୍ଡରେ ଦୁର୍ଘଟଣା । ବ୍ଲାକ ଗ୍ରେନେସ୍‌ ଫାଠିଯିବାରୁ ବେଲ୍‌ଟରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଠିକା ଶ୍ରମିକ ରାଉରକେଲା ଫର୍ଟିଲାଇଜର ଅଞ୍ଚଳର ଘନଶାଳା ମୁଣ୍ଡୁରି ବୋଲି ଜଣାପଡିଛି । ପୋଲିସ ଓ କମ୍ପାନୀ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ସେପଟେ ମୃତ୍ୟୁ ଖବର ଶୁଣି ଘନଶାନାଙ୍କ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ଅପରାଧ ରାଜ୍ୟ

ପୁରୁଷ ବେଶରେ ଆସି ହୀରା ମୁଦି ଲୁଟିନେଲେ ଯୁବତୀ

ପୁରୀ : ପୁରୀରେ ଆୟୋଜିତ ଆଇସିଆଇସିଆଇ ବ୍ୟାଙ୍କ ମାର୍କେଟିଂ ବିଭାଗର ପନ୍ଦର ଦିନିଆ କ୍ୟାମ୍ପରେ ଯୋଗ ଦେବାକୁ ଆସିଥିବା ଟ୍ରେନରଙ୍କର ସ୍କୁଟିର ଡିକି ଭାଙ୍ଗି ଜଣେ ଲୁଟେରା ଏକ ହୀରା ମୁଦି ସହ ଜରୁରୀ କାଗଜପତ୍ର ଲୁଟି ନେଇଛି। ତେବେ ସିସି କ୍ୟାମେରା ଫୁଟେଜ୍‌ରେ ଏହି ଲୁଟ୍‌ର ଦୃଶ୍ୟ ରେକର୍ଡିଂ ହୋଇଥିବା ବେଳେ ଏହାକୁ ନେଇ ନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ଗୁରୁତ୍ବପୂର୍ଣ୍ଣ ହେଉଛି, ଜଣେ ଯୁବତୀ ପୁରୁଷ ବେଶରେ ଆସି ଏହି […]

ଅପରାଧ ରାଜ୍ୟ

ଦୋକାନୀଙ୍କୁ ଭୟଭୀତ କରାଇ ଲୁଟ୍‌, ଯୁବକ ଗିରଫ, ଦେଶୀ ପିସ୍ତଲ ଜବତ

ଝାରବନ୍ଧ: ଜଣେ ଦୋକାନ ମାଲିକଙ୍କୁ ଭୟଭୀତ କରାଇ ଟଙ୍କା ଲୁଟ୍‌ କରି ଫେରାର ଥିବା ଯୁବକକୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ତା’ଠାରୁ ପୁଲିସ୍‌ ଏକ ଦେଶୀ ପିସ୍ତଲ ସହ ନଗଦ ଟଙ୍କା ଓ ଏକ ବୁଲେଟ୍‌ ବାଇକ୍‌ ମଧ୍ୟ ଜବତ କରିଛି। ଗିରଫ ଯୁବକ ଜଣକ ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ କଟାଙ୍ଗପାଲି ଗାଁର ମୁକେଶ ରଞ୍ଜନ ସାହୁ ବୋଲି ଜଣାପଡ଼ିଛି। ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍‌ ଛୋଟଅନକି ପଞ୍ଚାୟତ ଘୁଚାପାଲିଠାରେ ଏକ […]

ଅପରାଧ ରାଜ୍ୟ

ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ, ଅନ୍ୟ ଜଣେ ଆହତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ନବରଙ୍ଗପୁର ଗ୍ରାମରେ ରବିବାର ରାତିରେ ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜଣେ ବାବୁ ଗୌଡ଼(୩୬)ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ପ୍ରଦୀପ ସାହୁ (୩୦)କୁ ଏମକେସିଜି ମେଡିକାଲ ଅଣାଗଲା। ରାଜନୈତିକ ବିବାଦରୁ ବିପକ୍ଷ ଗୋଷ୍ଠୀ ଆକ୍ରମଣ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଛି ।

ଅପରାଧ ଦେଶ ବିଦେଶ

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ତଦନ୍ତ ପାଇଁ ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌

ନୂଆଦିଲ୍ଲୀ: ଗାୟକରୁ ରାଜନେତା ହୋଇଥିବା ସିଦ୍ଧୁ ମୁସେୱାଲାଙ୍କ ବାପା ବାଲକୌର୍‌ ସିଂହ ଲେଖିଥିବା ଚିଠି ପ୍ରତି ସମ୍ମତି ଜଣାଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ହତ୍ୟା ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। ମୁସେୱାଲାଙ୍କ ହତ୍ୟା ଘଟଣାର ତଦନ୍ତ ‘ସିବିଆଇ’, ‘ଏନ୍‌ଆଇଏ’ ଅଥବା ‘ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ କାର୍ଯ୍ୟରତ ବିଚାରପତି’ଙ୍କ ଦ୍ବାରା କରାଇବା ଲାଗି ଅନୁରୋଧ କରି ବାଲକୌର୍‌ ସିଂହ ଚିଠି ଲେଖିଛନ୍ତି। ସେହିପରି, ମୁସେୱାଲାଙ୍କ ସୁରକ୍ଷା ବ୍ୟବସ୍ଥା କାଣ୍ଟଛାଣ୍ଟ କରାଯିବା ନିଷ୍ପତ୍ତି ଉପରେ ମଧ୍ୟ […]

ଅପରାଧ ରାଜ୍ୟ

ଥଣ୍ଡା ପାନୀୟରେ ନିଶା ଦେଇ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜଣେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏନେଇ ଛତିଶଗଡ଼ କବିରନଗର ଥାନାରେ ମହିଳା ଅଭିଯୋଗ କରିଥିବା ଜଣାଯାଇଛି। ମହିଳାଙ୍କ ଅଭିଯୋଗ ପରେ ଖଣ୍ଡଗିରି ପୁଲିସକୁ ଯୋଗାଯୋଗ କରିଛି ଛତିଶଗଡ଼ ପୁଲିସ। ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ ରାୟପୁର ଜିଲ୍ଲା କବିର ନଗର ଥାନା ଅଧୀନ ଫେଜ-୨ ଅଞ୍ଚଳର ସଂପୃକ୍ତ ୨୪ ବର୍ଷୀୟା ଯୁବତୀ ଗତ ବର୍ଷ ମାର୍ଚ୍ଚ ମାସରେ ଘରୋଇ ଏକ ଇଞ୍ଜିନିୟରିଂ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିଲେ। […]

ରାଜ୍ୟ ରାଶିଫଳ

ଜାଣନ୍ତୁ ସାପ୍ତାହିକ ରାଶିଫଳ (୩୦ ମଇ ରୁ ୫ ଜୁନ)

ମେଷ ଏହି ସପ୍ତାହରେ ଅନାବଶ୍ୟକ ଖର୍ଚ୍ଚରେ ଆପଣଙ୍କର ଟଙ୍କା ନଷ୍ଟ କରନ୍ତୁ ନାହିଁ, ଏହି ପର୍ଯ୍ୟାୟରେ ପରିସ୍ଥିତିର କୌଣସି ପରିବର୍ତ୍ତନ ପାଇଁ ମଧ୍ୟ ଚାପ ଦିଅନ୍ତୁ | ଆପଣ ଧାର୍ମିକ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ | ଆପଣ ଭ୍ରମଣ କରିବେ | ଯଦି ତୁମେ ତୁମର ପରିଶ୍ରମର ଭଲ ଲାଭ ପାଇବ, କାର୍ଯ୍ୟକ୍ଷେତ୍ରରେ ପରିସ୍ଥିତି ଅନୁକୂଳ ହେବ | ଖର୍ଚ୍ଚ ନିୟନ୍ତ୍ରଣ କରିବା ଜରୁରୀ ଅଟେ | ସୃଜନଶୀଳ କାର୍ଯ୍ୟ ବୃଦ୍ଧି ପାଇବ | […]

ଅପରାଧ ରାଜ୍ୟ

ପରିକ୍ରମା କାମକୁ କେହି ଅଟକାଇ ପାରିବେନି: ପିନାକୀ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାଂସଦ ପିନାକୀ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ ପରେ ଅସନ୍ତୋଷ ତୀବ୍ର ହୋଇଛି। ଏଭଳି ସ୍ଥିତିରେ ଆଜି ସାଂସଦ ଶ୍ରୀ ମିଶ୍ର ପୁରୀ ଗସ୍ତରେ ଆସିଥିବା ବେଳେ କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା କାମକୁ କେହି ଅଟକାଇ ପାରିବେ ନାହିଁ। ଏହାକୁ ନେଇ ମଧ୍ୟ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି। ସାଂସଦ ଶ୍ରୀ ମିଶ୍ରଙ୍କ ଗାଡ଼ି ଉପରକୁ କାଳିମାଡ଼ ସହ କଳା ପତାକା ପ୍ରଦର୍ଶନ କରାଯାଇଛି। ସାଂସଦ ଶ୍ରୀ ମିଶ୍ର […]

ଅପରାଧ ରାଜ୍ୟ

ବ୍ରହ୍ମଗିରି: ୧୨ ବର୍ଷ ବିତିଲା, ସରୁନି ଉପକୂଳ ସୁରକ୍ଷା ପ୍ରାଚୀର; ଭୁଶୁଡ଼ିବ କଲର୍ଭଟ, ଖସିଲାଣି ପଥର ପ୍ୟାକିଂ

ବ୍ରହ୍ମଗିରି : ଫାଇଲିନ୍‌ ବାତ୍ୟା ପରେ ଚିଲିକା ଉପକୂଳରେ ଥିବା ଜନବସତିକୁ ସୁରକ୍ଷା ପାଇଁ ସରକାର ଉପକୂଳ ସୁରକ୍ଷା ପ୍ରାଚୀର ନିର୍ମାଣ ନିମନ୍ତେ ଯୋଜନା କଲେ। ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କଲେ। ସାତପଡ଼ାଠାରୁ ମୋଟ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ଉପକୂଳ ସୁରକ୍ଷା ପାଇଁ ପ୍ରାଚୀର ନିର୍ମାଣ ହେବ ବୋଲି ସ୍ଥିର ହୋଇ କାମ ଆରମ୍ଭ ହେଲା। କିନ୍ତୁ ଦୀର୍ଘ ୧୨ ବର୍ଷ ହେଲାଣି କାମ ଶେଷ ହେବାର ନାଁ ନେଉ ନାହିଁ। ଇତିମଧ୍ୟରେ ଏକାଧିକ […]

ଅପରାଧ ରାଜ୍ୟ

ଭଡ଼ାରେ ନେଇ ବିକିଦେଲା; ଧୂର୍ତ୍ତ ଗିରଫ, ୨କ୍ୟାମେରା ଜବତ

ଭୁବନେଶ୍ବର : ଭଡ଼ାରେ ନେବା ଆଳ କରି ଜଣେ ଧୂର୍ତ୍ତ କ୍ୟାମେରା ବିକ୍ରି ଦେଇଥିବା ଅଭିଯୋଗ ହୋଇଛି। ସେ ହେଲା, ଜଗନ୍ନାଥ ବିହାରରେ ରହୁଥିବା ଭିନିତ୍ ସାହାସିଆ(୨୪)। ସୂଚନାନୁଯାୟୀ, ଭିନିତ୍ ୨୪ତାରିଖରେ ନୂଆପଲ୍ଲୀ ଆଇଆର୍‌ସି ଭିଲେଜରୁ ୨ଟି କ୍ୟାମେରା ଭଡ଼ାରେ ନେଇଥିଲା। ନିଜ ପରିଚୟପତ୍ର ଦେଇ କ୍ୟାମେରା ନେବା ପରେ ଭିନିତ୍ ଓଏଲ୍‌ଏକ୍ସରେ କ୍ୟାମେରାକୁ କଟକର ଜଣେ ଯୁବକଙ୍କୁ ବିକ୍ରି କରିଥିଲା। ସମ୍ବଲପୁର ଧନୁପାଲି ଅଞ୍ଚଳରୁ ମଧ୍ୟ ସେ ଆଉ ଏକ କ୍ୟାମେରା ଭଡ଼ାରେ ଆଣି ବିକି […]