ସେପ୍ଟେମ୍ବର ୦୭ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
ମେଷ–କଥା ଓ କାର୍ଯ୍ୟରେ ତାଳମେଳ ରହିବା ଆବଶ୍ୟକ । ବ୍ୟବସାୟିକ ପ୍ରତିଷ୍ଠାରେ ପରିଚାଳନା ଗତ ସମସ୍ୟା ଆସିପାରେ । କୁଟୁମ୍ବ ସୁଖମିଳିବ । ପୂଜା ଉପାସନା ଦିଗ ପ୍ରତି ଧ୍ୟାନଶୀଳହେବେ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୮ । • ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ । • ରୋଗୀ- ସତର୍କତାର ଦିନ । • ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ । • କର୍ମଜୀବି- ପ୍ରଶଂସିତ ହେବେ […]